କୋଭିଡ ହସ୍‌ପିଟାଲରେ ଜଣେ ବି ରୋଗୀ ଯେପରି ଚିକିତ୍ସା ଅବହେଳାର ଶିକାର ନ ହୁଅନ୍ତି : ମୁଖ୍ୟ ଶାସନ ସଚିବ

ଓମିକ୍ରନ୍ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାଗୁଡ଼ିକ ପ୍ରସ୍ତୁତ ଭୁବନେଶ୍ବର: ଜିଲ୍ଲା ଗୁଡ଼ିକ ଓମିକ୍ରନ୍‌ ପରିସ୍ଥିତି ଓ କରୋନା ସଂକ୍ରମିତ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। କରୋନାର ନୂଆ ଲହର ତଥା କୋଭିଡ ସ୍ଥିତି ନେଇ ଆଜି ଲୋକସଭା ଭବନରୁ ଭର୍ଚୁଆଲ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ସେ ପ୍ରାଥମିକ ସ୍ତରରେ ଡାକ୍ତର ଏବଂ … Continue reading କୋଭିଡ ହସ୍‌ପିଟାଲରେ ଜଣେ ବି ରୋଗୀ ଯେପରି ଚିକିତ୍ସା ଅବହେଳାର ଶିକାର ନ ହୁଅନ୍ତି : ମୁଖ୍ୟ ଶାସନ ସଚିବ